Home » Health » Winter foot care tips in Odia

Winter foot care tips in Odia

କଣ କଲେ ପାଦ ଫାଟିବନି ?

ଅଲିଭ ଅଏଲ ପ୍ରାକୃତିକ ମଏଣ୍ଡ୍ରାଇଜର ଅଲିଭ ଅଏଲ ପ୍ରତିଦିନ ରାତିରେ ପାଦରେ ଲଗାନ୍ତୁ । ଏଥିରେ ଆପଣଙ୍କ ପାଦ ନରମ ହୋଇଯିବ ଓ ଫଟା ପାଦର ସମସ୍ୟା ମଧ୍ୟ ରହିବନି ।

ଗ୍ନିସରିନ୍:- ୨ଚାମଚ ସ୍ବିସରିନ୍ ଓ ଗୋଲାପ ଜଳରେ ଅଧା ଚାମଚ ଲେମ୍ବୁ ରସ ମିଶାଇ ପାଦରେ ମାଲିସ କରନ୍ତୁ । ଗନ୍ଧଯୁକ୍ତ ଓ ଫଟା ଗୋଇଠିର ଚିନ୍ତା ରହି ନଥାଏ ଓ ପାଦ ମଧ୍ୟ ନରମ ହୋଇଥାଏ ।

ଜୋଜୋବା ତେଲ :- ଏକ ଖାଇବା ଚାମୁଚରେ ଜେଜୋବା ତେଲରେ ଅଟା ପକାଇ ମିଶ୍ରଣ କରନ୍ତୁ । ଏହାକୁ ରାତି ସମୟରେ ପାଦରେ ଲଗାଇ ସକାଳୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ସପ୍ତାହରେ ଦୁଇ ଥର ଏମିତି କରିବା ଫଳରେ ପାଦ ନରମ ହୋଇଯାଇଥାଏ ।

ଚାଉଳ ଚୁନା :- ଚାଉଳ ଚୁନାରେ ୨ ଟେବୁଲ ଚାମୁଚ ମହୁ, ୧ ଚାମୁଚ ଲେମ୍ବ ରସ ମିଶାଇ ସ୍କ୍ରବ ପରି ବ୍ୟବହାର କରନ୍ତୁ । ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଗୋଡ଼କୁ ବୁଡ଼ାଇ ବସନ୍ତୁ ଓ ଏହା ପାଦର ଉପର କଠିନ ଚର୍ମକୁ ବାହାର କରି ନରମ କରି ଦେଇଥାଏ ।

ସପୁରୀ, କଦଳୀ, ସେଓ, ଅଙ୍ଗୁର , ଅମୃତଭଣ୍ଡାର ଚୋପାକୁ ଗୋଇଠିରେ ଲଗାନ୍ତୁ । ଏହା ମଧ୍ୟ କଠିନ ଚର୍ମକୁ ବାହାର କରି ପାଦକୁ ନରମକରି ଦେଇଥାଏ ।

ଏହା ବ୍ୟତୀତ ଆପଣ ପାଦରେ କଳଦୀ ଓ ଅମୃତଭଣ୍ଡାକୁ ବାଟି ମଧ୍ୟ ଲଗାଇପାରିବେ । ଏହା ଆପଣଙ୍କ ଫଟା ପାଦର ସମସ୍ୟା ଦୂର କରିଥାଏ ।

 

Check Also

biterground for health in odia

Biterground for health in Odia

କଲରା ପିତା ପରିବା ହୋଇଥୁଲେ ହେଁ ସ୍ବାସ୍ଥ୍ୟ ପାଇଁ ଖୁବ ଉପଯୋଗୀ | ଶୀତ ଦିନେ ଏହାକୁ ଖାଇବା ରାମବାଣ …

Leave a Reply

Your email address will not be published. Required fields are marked *

*