Home » News » What is “No Pant Day”

What is “No Pant Day”

‘ନୋ ପ୍ୟାଣ୍ଟ ଡେ”

ପ୍ରତି ବର୍ଷ ଡିସେମ୍ବର ମାସରେ ବିଶ୍ଵର ବିଭିନ୍ନ ସହରରେ ପାଳନ ହୋଇଥାଏ, ‘ନୋ ପ୍ୟାଣ୍ଟ ଡେ” । ଏଇ ଅବସରରେ ଯୁବ ପିଢି ପ୍ୟାଣ୍ଟ ନ ପିନ୍ଧି କେବଳ ସାର୍ଟ ପିନ୍ଧି ମେଟ୍ରୋ ସହରର ବିଭିନ୍ନ ସ୍ଥାନକୁ ଯିବା ଆସିବା କରିଥାନ୍ତି । ଏଥର ମଧ୍ୟ “ନୋ ପ୍ୟାଣ୍ଟ ଡେ” ରେ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ଭାଗ ନେଇଥିଲେ । ୧୭ ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ନୁୟର୍କରେ ଏଭଳି ଏକ “ନୋ ପ୍ୟାଣ୍ଟ ଡେ ପାଳନ ଆରମ୍ଭ ହୋଇଥୁଲା ।

ଏବେ ଏହା ପ୍ରାୟ ୬୦ଟି ସହରରେ ପାଳନ କରାଯାଉଛି । ଏଇ ନୋ ପ୍ୟାଣ୍ଟ ଡେ ରେ ବହୁ ସଂଖ୍ୟାରେ ଯୁବତୀ ମଧ୍ୟ ଭାଗ ନେଇଥିବା ଦେଖିବାକୁ ମିଳୁଛି । ଲଣ୍ଡନରେ ଏଥର ୪୦୦ରୁ ଅଧିକ ଲୋକ ଏଥିରେ ଭାଗ ନେଇଥିଲେ । ପ୍ରବଳ ଥଣ୍ଡା ଥିବା ସତ୍ତେ ଯୁବ ପିଢିଙ୍କର ଏଭଳି ଏକ କ୍ରେଜ ଦେଖିବାକୁ ମିଳିଥୁଲା ।

ଏମିତିକି ଭାଗନେଇଥୁବା ଲୋକେ ସାର୍ଟ ସାଙ୍ଗକୁ କୋର୍ଟ , ଟୋପି, ଟାଇ ଓ ଚଷମା ଆଦି ସବୁ ପିନ୍ଧିଥିଲେ, କିନ୍ତୁ ପ୍ୟାଣ୍ଟ ପିନ୍ଧି ନଥିଲେ । ଏଇ ଅବସରରେ ଅନେକ ଫଟୋ ଉଠାଇ ସୋସିଆଲ୍ – ମିଡିଆରେ ଛାଡିଥିଲେ |

Check Also

BJD, BJP at war over egg throw at CM meet

BJD, BJP at war over egg throw at CM meet

Debate damaged Boss Clergyman Naveen Patnaik’s Balasore visit on Wednesday after a lady was professedly …

Leave a Reply

Your email address will not be published. Required fields are marked *

*