Home » Health » Turmeric medicinal uses in Odia

Turmeric medicinal uses in Odia

Turmeric medicinal uses in Odia. From ancient and from our child hood we are using Turmeric for different medicines. Recently from a research scientist has discovered that Turmeric has cancer prevention elements. Read this post and know more about the uses of Turmeric in the field of Medicine.

ହଳଦି କର୍କଟ ପ୍ରତିରୋଧୀ

ହଳଦିର ଔଷଧୀୟ ଗୁଣ ଅନେକ | ଏଥିରେ ଥିବା କୁର୍କୁମିନ୍ ଉପାଦାନ କର୍କଟ ପ୍ରତିରୋଧୀ | ଏହି ଉପାଦାନ ସହ ସିଲିମରିନ୍ ନାମକ ଅନ୍ୟ ଏକ ଉପାଦାନ ମିଶ୍ରଣରେ ବୃହତନ୍ତ୍ର କର୍କଟ ଆରୋଗ୍ୟ ପାଇଁ ଫଳପ୍ରଦ ଔଷଧ ପ୍ରସ୍ତୁତି ସମ୍ବବ | ମିଲ୍ଲି ଥିଲସର୍ ନାମକ ଏକ ଜଙ୍ଗଲୀ ସପୁଷ୍ପକ ଗୁଲ୍ମରେ ସିଲିମାରିନ୍ ଉପାଦାନ ରହିଛି | ଆମେରିକାର ସେଣ୍ଟ୍ ଲୁଇସ୍ ବିଶ୍ବବିଦ୍ୟାଳୟର ଗବେଷକ ଦଳ କର୍କଟ ଆକ୍ରାନ୍ତ କୋଷ ଉପରେ ପରୀକ୍ଷା କରି ଏ ବାବଦରେ ନିଶ୍ଚିତ ହୋଇଛନ୍ତି | ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ |

Check Also

weight loss and food time

Eating Time Management For Weight Loss In Odia

ଓଜନ ହ୍ରାସର ନୂଆ କୌଶଳ ବଦଳାଇ ଦିଅନ୍ତୁ ନିଜର ଖାଇବା ସମୟ ଓଜନ ହ୍ରାସ କରିବାକୁ ଚାହୁଁଥଲେ ଖାଇବା ସମୟର …

Leave a Reply

Your email address will not be published. Required fields are marked *

*