Home » Fashion » Turmeric benefits in Odia

Turmeric benefits in Odia

ହଳଦୀ କେତେ ଉପକାରୀ ??

ହଳଦୀର ପ୍ରୟୋଗ ପ୍ରାୟ ସମସ୍ତ ପ୍ରକାର ଖାଦ୍ୟରେ କରାଯାଇଥାଏ । ଏହା ଖାଦ୍ୟର ସ୍ବାଦ ବଜାଇବା ସହିତ ଏଥରେ ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି । ତ୍ବଚା, ପେଟ ଓ ଶରୀରର ଅନେକ ସମସ୍ୟା ପାଇଁ ମଧ୍ୟ ହଳଦୀ ପ୍ରୟୋଗ କରାଯାଇଥାଏ । ଏହାର ପତ୍ର ମଧ୍ୟ ବହୁତ ଉପଯୋଗୀ । ଆସନ୍ତୁ ଜାଣିବା ହଳଦୀର ଗୁଣ ବିଷୟରେ ।

=>ତ୍ବଚା ଦ୍ବାରେ ଦାଗ, ତଥା ଦଳା ଦାଗ ମୁହଁର, ମଳିନ ତାକୁ ଦୂର କରିବାରେ ହଳଦୀ ଖୁବ ଲାଭ ପ୍ରଦ । ମୁହଁରୁ ଦାଗ ଓ ଝାଉଁଳାପଣଙ୍କୁ ଦୂର କରିବା ପାଇଁ କଳା ଖସା ଓ ହଳଦୀକୁ ସମଭାବରେ ନେଇ ଗୁଣ୍ଡ କରି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇଲେ ଉପକାର ମିଳିଥାଏ ।

=>ହଳଦୀକୁ କ୍ଷୀର ସହିତ ମିଶାଇ ଏହାର ପୋଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇବା ଫଳରେ ତ୍ବଚାର ରଙ୍ଗରେ ସ୍ଵତନ୍ତ୍ର ଚମକ ଆସିଥାଏ |

=> ଲିଭର ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ହଳଦୀ ଖୁବ ଉପକାର|

=> ଥଣ୍ଡା ଓ କାଶ ହେବା ଫଳରେ ହଳଦୀ ଖାଇବା ଦ୍ଵାରା ଅନେକ ଲାଭ ମିଳିଥାଏ|

=> ପେଟରେ କୃମି ହେବା ଫଳରେ ୧ ଚାମଚ) ହଳଦୀ ପେଷ୍ଟରେ ଅଳ୍ପ ଲୁଣ ମିଶାଇ ପ୍ରତିଦିନ ଖାଲି ପେଟରେ ଏକ ସପ୍ତାହ ପର୍ଯ୍ୟନ୍ତ ଖାଇବା ଫଳରେ କୃମି ରୋଗରୁ ଉପଶମ ମିଳିଥାଏ।

=> କାଶ ହେଉଥିଲେ ହଳଦୀକୁ ବ୍ୟବହାର କରନ୍ତୁ । କାଶ ପାଇଁ ଆପଣ ହଳଦୀର ଏକ ଛୋଟ ଖଣ୍ଡକୁ ମୁହଁରେ ରଖୁ ଏହାର ରସ ଶୋଷିବା ଦ୍ୱାରା କାଶ ବନ୍ଦ ହୋଇଯାଏ |


Check Also

weight loss and food time

Eating Time Management For Weight Loss In Odia

ଓଜନ ହ୍ରାସର ନୂଆ କୌଶଳ ବଦଳାଇ ଦିଅନ୍ତୁ ନିଜର ଖାଇବା ସମୟ ଓଜନ ହ୍ରାସ କରିବାକୁ ଚାହୁଁଥଲେ ଖାଇବା ସମୟର …

Leave a Reply

Your email address will not be published. Required fields are marked *

*