Home » Health » SOUNDARYA UPACHARARE PATRA

SOUNDARYA UPACHARARE PATRA

ସୌନ୍ଦର୍ଯ୍ୟ ଉପଚାରରେ ପତ୍ର

୧. ନିମ୍ବ ପତ୍ରକୁ ପାଣିରେ ଫୁଟାଇ ଫ୍ରିଜରେ ରଖନ୍ତୁ | ତେଲିଆ ତ୍ବଚା ପାଇଁ ଏହି ପାଣି ଖୁବ୍ ଉପଯୋଗୀ | ପ୍ରତି ଦିନ ତିନି ଚାରି ଥର ମୁହଁ ଧୋଇଲେ, ବ୍ରଣ ଦୂର ହେବା ସହ ତ୍ଚଚା ସଫା ପଡିବା |
୨. ଦଶ ବାରଟି ତୁଲସୀ ପତ୍ରରେ କିଛି ନିମ୍ବ ଓ ପୋଦନା ପତ୍ର ବାଟି , ଦହି ଫେଣ୍ଟି ମୁହଁରେ ଲଗାନ୍ତୁ | ଦଶ ପନ୍ଦର ମିନିଟ୍ ପରେ ଧୋଇଦିଅନ୍ତୁ |
୩. ସୁସ୍ଥ ଓ ସୁନ୍ଦର କେଶ ପାଇଁ ବଥୁଆ ପତ୍ର ଭଲ | ବଥୁଆ ପତ୍ର ପାଣିରେ ଫୁଟାଇ , କେଶ ଧୋଇଲେ ରୁପି ସମସ୍ୟା ଦୂରହୁଏ |
୪. ଜାମୁ ପତ୍ର ବାଟି , ଖାଇବା ସୋଡା ଫେଣ୍ଟି ଲଗାଇଲେ ଘମିର ସମସ୍ୟା ଦୂର ହୁଏ |


Check Also

krushna leela of lord jagannath 1

Krusna leela of Lord Jagannath

ଶ୍ରୀ ଜଗନ୍ନାଥ ଙ୍କ କୃଷ୍ଣଲୀଳା Bhadraba Masa Dashami onwards certain nitis (rituals) relating to Krushna leela …

Leave a Reply

Your email address will not be published. Required fields are marked *

*