Home » Online » Odisha State Food Commission wants your opinion on new Draft Rules

Odisha State Food Commission wants your opinion on new Draft Rules

ଓଡିଶା ସରକାର – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

ରାଜ୍ୟ  ଖାଦ୍ୟ କମିଶନ୍ ପାଇଁପ୍ରସ୍ତାବିତ ନିୟମାବଳୀ ଉପରେ ସର୍ବସାଧାରଣ କଂ ର ମତାମତ ଆହ୍ବାନ କରାଯାଉଛି |

କେନ୍ଦ୍ର ସରକାରକଂ ଦ୍ବାରା ପ୍ରଣୀତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ୨୦୧୩ ଅନ୍ତର୍ଗତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ହିତାଧିକାରୀ କଂ ଅପତି ଅଭିଯୋଗ ଓ ତାର ନିରାକରଣ ନିମନ୍ତେ ରାଜ୍ୟ ସରକାର ରାଜ୍ୟରେ ଏକ ଖାଦ୍ୟ କମିଶନ୍ ଗଠନ କରିବାକୁ ସ୍ଥିର କରିଛନ୍ତି| ଏହି କମିଶନ୍ ପାଇଁ ପ୍ରସ୍ଥାବିତ ନିୟମାବଳୀ ପ୍ରସ୍ଥୁତ କରାଯାଇଛି| ଏହି ନିୟମାବଳୀ ତା ୨୫ ଜାନୁୟାରୀ ୨୦୧୬ ରିଖରେ ଓଡିଶା ଗେଜେଟ ରେ ପ୍ରକାଶ କରାଯାଇ ସର୍ବସାଧାରଣ କଂ ଅବଗତି ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର website www.foododisha.in ରେ ସ୍ଥାନିତ କରାଯାଇଛି|

ଆପଣକଂ ମତାମତ ନିମ୍ନ ରେ କମେଣ୍ଟ ଜରିଆରେ ଆମକୁ ଜାଣନ୍ତୁ | ଆମେ ସରକାରକଂ ନିକଟରେ ପହନଚାଇବୁ | ଏହି ଲେଖା ଟିକୁ ଯଥା ସମ୍ଭବ ଶେୟାର କରନ୍ତୁ |

ଏତଦ୍ବାରା ରାଜ୍ୟର ସମସ୍ଥ ଜନସାଧାରଣ କଂ ସଦୟ ଅବଗତି ନିମନ୍ତେ ଜଣାଇ ଦିଆଯାଉଛିକି, ଜାରୀ କରାଯାଇଥିବା ଅଧିସୁଚନା ଉପରେ ଯଦି କାହାର କିଛି ମନ୍ତବ୍ୟ ମତାମତ କିମ୍ବା ପ୍ରସ୍ତାବ ଥାଏ, ତାହା ନିମ୍ନ ଠିକଣାରେ କିମ୍ବା ବିଭାଗର E-mail id : fcswsc@ori.nic.in ରେ ଆସନ୍ତା ୯ ଫେବୃୟାରୀ, ୨୦୧୬ ସୁଦ୍ଧା ଦାଖଲ କଲେ, ସେଗୁଡିକ ଯଥୋଚିତ ବିଚାର କରାଯାଇ ଚୁଡାନ୍ତ ନିୟମାବଳୀ ପ୍ରକାଶ କରାଯିବ|

Odisha state government is going to add a new commissioner department to look into the National Food Security act,2013 and to receive and judge public grievance about new Ration Card related matters. This rule has been published on Odisha gadget on 25th January 2016 and has been mentioned in the website : www.foododisha.in.

Odisha government wants odisha public opinion on this new commissioner before going to operate it for Odisha to look into National Food Security act,2013 related matters.

So please keep your comments below in comment section and we will send it to Odisha government.

You can send it through email : fcswsc@ori.nic.in before 9th February 2016.

Then after reviving the public opinion, Odisha Government will take necessary steps on it.

You can send letter in this address also : ଚିଠି ପଠାଇବାର ଠିକଣା :

ଯୁଗ୍ମ ଶାସନ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ରାଜ୍ୟ ସଚିବାଳୟ, ଓଡିଶା, ଭୁବନେଶ୍ବର

Read the details about Draft rules in PDF : http://www.foododisha.in/Download/odisha-gazette.pdf

Set an access token first

Check Also

Oriya horoscope

Odia Daily Horoscope by Different News paper

Odia Daily Horoscope by Different Odia News paper by Moodisha.in. Odisha people / Orissa people …

Leave a Reply

Your email address will not be published. Required fields are marked *

*