Home » Health » MAHILANKA PAIN UTAMA AAHARA

MAHILANKA PAIN UTAMA AAHARA

ମହିଳାଙ୍କ ପାଇଁ ଉତ୍ତମ ଆହାର

୧. ଶାରୀରିକ ସୁସ୍ଥତା ଓ ସୌନ୍ଦର୍ଯ୍ୟ ପୋଷକଯୁକ୍ତ ତଥା ଉତ୍ତମ ଗୁଣ-ମାନରେ ଖାଦ୍ୟ ଖାଆନ୍ତୁ | ପଞ୍ଚିତିରିଶ ଙ୍କିବା ଚାଳିଶ ବର୍ଷ ପରେ ଏଥୀ ପ୍ରତି ସଜାଗ ରହିଲେ ଗଣ୍ଠି ଜନ୍ତ୍ରଣା, ତ୍ଵଚା ଶିଥୀଳତା, ବୟସ ରେଖା ଭଳି ସମସ୍ୟାରୁ ରକ୍ଷା ପାଇବେ |
୨. ହିମୋଗ୍ଳାବିନ୍ ମାତ୍ରା ଠିକ୍ ରଖନ୍ତୁ | ଶାଗ, ବିନସ, ସମୁଦ୍ର, ମାଛ, ଅଖରୋଟ, ପାଚିଲା କଦଳୀ ନିଯମିତ ଖାଆନ୍ତୁ | ଏହା ଦ୍ୱାରା ଶାରୀରିକ କ୍ଲାନ୍ତି ଓ ଅବସାଦ ଦୂର ହୁଏ |
୩. ଶରୀରରେ କଲ୍ ସିଅମ୍ ପରିମାଣ ନ କମିବା ଲାଗି ଖୀର, କଳା ବିନସ, କହୁଣୀ, ଆଲ୍ ମଣ୍ଡ୍ ଆଦି ଖାଆନ୍ତୁ | ଏହା ଦ୍ୱାରା ଅସ୍ଥି ମଜଭୁତହୁଏ, ଗଣ୍ଠି ସମସ୍ୟା ଦୂର ହୁଏ |


୪. ଭିଟାମିନ୍ ଡି ଅଭାବରୁ ଗୁରୁତର ଶାରୀରିକ ସମସ୍ୟା ଦେଖାଯାଏ | ଅସ୍ଥି , ଦାନ୍ତ , କେଶ ପାଇଁ ଏହା ଅତି ଜରୁରୀ | ନିଯମିତ କିଛି ସମୟ ସୂ ର୍ଯ୍ୟ କିରଣରେ ବୁଲନ୍ତୁ ; ତେଲିଆ ମାଛ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ |
୫. ମାଗ୍ନେସିଅମ୍ ମାତ୍ରା କମିଗଲେ ଚିଡିଚିଡା ଏବଂ ସବୁବେଳେ ଚାପରେ ରହିବା ଭଳି ଲାଗେ | ମାଂସପେଶୀ ଦୁର୍ବଳ ହୋଇପଡେ | ଏହା ଦୂର କରିବା ପାଇଁ ପ୍ରଚୁର ସବୁଜ ପନିପରିବା ଖାଆନ୍ତୁ |
୬. ଫୁଲକୋବି, ସାଲ୍ ମାନ୍, ଚୁନା ମାଛ ଖାଆନ୍ତୁ | ଏଗୁଡିକ ଓମେଗାଫାଟି ଏସିଡରେ ଭରପୂର | ମହିଳାମାନଙ୍କ ପାଇଁ ଖୁବ୍ ଉପକାରୀ | ଉଚ୍ଛ ରକ୍ତଚାପ, ହୃଦ୍ ରୋଗ, କର୍କଟ ପ୍ରତିରୋଧୀ

Check Also

krushna leela of lord jagannath 1

Krusna leela of Lord Jagannath

ଶ୍ରୀ ଜଗନ୍ନାଥ ଙ୍କ କୃଷ୍ଣଲୀଳା Bhadraba Masa Dashami onwards certain nitis (rituals) relating to Krushna leela …

Leave a Reply

Your email address will not be published. Required fields are marked *


*