Home » News » Information about New Ration Card Odisha

Information about New Ration Card Odisha

Information about New Ration Card Odisha. (ନୂତନ ରେସନ କାର୍ଡ ଓ ଖାଦ୍ୟ ଶସ୍ୟ ବିତରଣ ସମ୍ବନ୍ଧୀୟ ସୂଚନା)

Recently Food and Supply department, Odisha has issued notification related to new ration card and food distribution system.Government is trying to cover all the eligible families to include in NFSA system and will take necessary action against those ineligible families who have applied and received the ration card.

Facts related to the notice:

1. Food grain distribution in New ration card : All the eligible PDS beneficiaries based on National Food Security Act 2013 and State government approval process will get ration card.Those actually eligible families who have not applied can apply in respective Panchayat, Block office or NAC offices and collect food grains from the control shops.Food grains for a particular month can only be collected in that month only.The list prepared by government is not permanent and the correction is a continues process throughout the year.For this RCMS (Ration Card Management System) is working in NAC office.

2. New ration cards for the eligible: Those actually eligible families who have applied but not received the ration card will soon be included in that list.They have to take a copy of the acknowledgement letter and apply in respective Block office or NAC office.After re-evaluation of those forms they will be provided the new ration cards.Those who have still not applied can apply in their respective Block or NAC office.

3. Discard the faulty users: Those who are ineligible and already receive the ration card have asked to deposit their cards in respective Block office or NAC office.Anyone can provide the information of faulty users in the Block or NAC office.The identification of the informer will be kept secret.The ineligibles will be discarded from the list and will be punished.

check new ration card final priority list

Odisha Ration card toll free no : 1800-3456-724

check status and withdrawa pplication of nfsa rationcards odisha
check status and withdrawa pplication of nfsa rationcards odisha

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ଜାରି କରାଯାଇଥିବା ନୋଟିସ୍

1. ନୂତନ ରେସନ କାର୍ଡ ଖାଦ୍ୟ ଶସ୍ୟ ବିତରଣ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ୨૦୧୩ ର ନିୟମାବଳୀ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ପଦ୍ଧତି ଅନୁସାରେ ଚିହ୍ନତ ଯୋଗ୍ୟ PDS ହିତାଧିକାରୀଙ୍କୁ ନୂଆ ରେସନ କାର୍ଡ ଯୋଗାଇ ଦିଆଯାଉଛି | ଯେଉଁ ଯୋଗ୍ୟ ପରିବାର ଏଯାବତ ସେମାନଙ୍କୁ ପାଇଁ ଉଦ୍ଦିଷ୍ଟ କାର୍ଡ ଗ୍ରହଣ କରିନାହାନ୍ତି ସେମାନେ ସ୍ଥାନୀୟ ପଞ୍ଚାଯତ / ୱ।ର୍ଡ କିମ୍ବା ବ୍ଲକ / ପୌରାଞ୍ଚଳ କାର୍ଯ୍ୟଳୟ ସହ ଯୋଗାଯୋଗ କରି ସେମାନଙ୍କ ରେସନ କାର୍ଡ ଗ୍ରହଣ କରି ତୁରନ୍ତ ସୁଲଭ ମୁଲ୍ୟ ଦୋକାନରୁ ରେସନ ସଂଗ୍ରହ କରନ୍ତୁ | ନୂଆ ଆଇନ୍ ଅନୁସାରେ ପ୍ରତ୍ୟେକ ମାସର ରେସନ କେବଳ ସେହି ମାସ ମଧ୍ୟରେ ଗ୍ରହଣ କରିହେବ | ବର୍ତ୍ତମାନ ପ୍ରସ୍ତୁତ ହିତାଧିକାରୀ ତାଲିକା ଏକ ସ୍ଥିର ତାଲିକା ନୁହେଁ | ଏହି ତାଲିକାରୁ ବାଦ ପଡିଥିବା ଯୋଗ୍ୟ ପରିବାରର ମିଶ୍ରଣ ଓ ଯୋଗ ହୋଇଥିବା ଅଯୋଗ୍ୟ ପରିବାରର ବାଦଦେବା ପ୍ରକ୍ରିୟା ବର୍ଷସାରା ସବୁ ସମୟରେ ଚାଲୁ ରହିବ | ପୌରାଞ୍ଚଳ କାର୍ଯ୍ୟଳୟରେ ରେସନ କାର୍ଡ ପରିଚାଳନା ବ୍ୟବସ୍ଥା (Ration Card Management System) ସେଣ୍ଟର କାର୍ଯ୍ୟ କରୁଛି |

2. ଯୋଗ୍ୟ ହିତାଧିକାରୀଙ୍କୁ ରେସନ କାର୍ଡ: ଯଦି କୌଣସି ଯୋଗ୍ୟ ପରିବାର ଆବେଦନ ପତ୍ର ଦାଖଲ କରିବା ସତ୍ତ୍ୱେ ରେସନ କାର୍ଡ ପାଇ ନାହାନ୍ତି, ସେମାନଙ୍କୁ ମିଳିଥିବା ‘ପ୍ରାପ୍ତି ସ୍ଵକାର ପତ୍ର’ ର ନକଲ ସହ ନୂଆ ରେସନ କାର୍ଡ ପାଇଁ ବ୍ଲକ କିମ୍ବା ପୌରାଞ୍ଚଳ କାର୍ଯ୍ୟଲୟରେ ଆବେଦନ କରିପାରିବେ | ଏହି ଆବେଦନ ପତ୍ର ଗୁଡ଼ିକୁ ଯାଞ୍ଚ କରାଯାଇ ଯଥା ଶୀଘ୍ର ରେସନ କାର୍ଡଯୋଗାଇ ଦିଆଯିବ | ଯେଉଁ ଯୋଗ୍ୟ ପରିବାର ରେସନ କାର୍ଡ ପାଇଁ ଏ ପର୍ଯ୍ୟନ୍ତ ଅବେଦନ କରିନାହାନ୍ତି,ସେମାନେ ବ୍ଲକ କିମ୍ବା ପୌରାଞ୍ଚଳ କାର୍ଯ୍ୟଲୟରେ ଆବେଦନ କରିପାରିବେ |

3. ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା: ଯେଉଁ ଅଯୋଗ୍ୟ ପରିବାର କୌଣସି କାରଣରୁ ନୂଆ କାର୍ଡ ପାଇଛନ୍ତି, ସେମାନେ ତୁରନ୍ତ ସେମାନଙ୍କ ରେସନ କାର୍ଡ କୁ ବ୍ଲକ / ପୌରାଞ୍ଚଳ କାର୍ଯ୍ୟଳୟରେ ଦାଖଲ କରି ହିତାଧିକାରୀ ତାଲିକାରୁ ବାଦ କରିବାକୁ ନିର୍ଦେଶ ଦିଆଯାଇଛି | ଯଦି କୌଣସି ଅଯୋଗ୍ୟ ପରିବାର ନୂଆ ରେସନ କାର୍ଡକୁ ବ୍ୟବହାର କରୁଥାନ୍ତି, ସେହି ପରିବାରଙ୍କ ବିଷୟରେ ତଥ୍ୟ ସ୍ଥାନୀୟ ବ୍ଲକ / ପୌରାଞ୍ଚଳ କାର୍ଯ୍ୟଳୟରେ ପ୍ରଦାନ କରିବାକୁ ଅନୁରୋଧ | ତଥ୍ୟ ପ୍ରଦାନକାରୀଙ୍କ ପରିଚୟ ଗୋପନ ରଖାଯିବ | ହିତାଧିକାରୀ ତାଲିକାରେ ସ୍ଥାନିତ ଏଭଳି ଅଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ତାଲିକାରୁ ବାଦ ଦିଆଯିବା ସହ ଉପଯୁକ୍ତ ଦଣ୍ଡ ବିଧାନ କରାଯିବ ଏବଂ ସବସିଡି ଅର୍ଥ ସାର୍ଟିଫିକେଟ୍ କେସ୍ ମଧ୍ୟମରେ ଅସୁଲ କରାଯିବ |

Odisha Ration card toll free no : 1800-3456-724

Check Also

BJD, BJP at war over egg throw at CM meet

BJD, BJP at war over egg throw at CM meet

Debate damaged Boss Clergyman Naveen Patnaik’s Balasore visit on Wednesday after a lady was professedly …

8 comments

  1. Ration card statous check link plZ share.

  2. Dear
    Sir,

    plz change the my title of Ration Card. From No.1127.

    Dist-Bargarh, Block- Bheden, GP/Ward- LUHAKHANDI, Center Name- 0306101-GP, LUHAKHANDI

    Wrongly enter Name Santosh Bag but origional Name Santosh Dash.

    so i request you to kindly Update My Ration Card. Change to to Santosh Dash.

  3. Please give new ration card
    Name-belmati sahu at-dhumabhata po-lakhmara dist-bargarh pin-768036

  4. From no11180910866
    Name,babula behera
    Bapa Naran behera
    MAA sajani behera
    Block aau panchayar re 4thar
    Raicn kad pain apply kalunu kintu heuni kahiki
    Sri Aame Indira nibas 2009 paichhu
    Bpl kad thila
    Plz ripply

Leave a Reply

Your email address will not be published. Required fields are marked *

*