Home » Health » Health benefits of Lemon juice read in odia

Health benefits of Lemon juice read in odia

ଦେହ ଉପକାରୀ ଲେମ୍ବୁ

=> ଲେମ୍ବୁପାଣି ଶରୀରରେ ପୁଇଡ୍ ଆକାରରେ କାମ କରିଥାଏ । ଏହାକୁ ପିଇବା ଦ୍ବାରା ଜଳୀୟ ଅଂଶ ସନ୍ତୁଳିତ ରହିଥାଏ ।

=> ନିୟମିତ ଲେମ୍ବୁପାଣି ପିଇବା ଦ୍ବାରା ପେଟ ଭିତରେ ଥୁବା ୟୁରିକ ଏସିଡ୍ ନାମକ ବିଷାକ୍ତ ତନ୍ତ୍ର ନଷ୍ଟ ହୋଇଯାଏ । ଏହା ଲିଭର ପାଇଁ ବେଶ୍ ଉପକାରୀ

=> ଲେମ୍ବୁ ମଞ୍ଜିକୁ ଖାଇଲେ ତାହା ମସ୍ତିଷ୍କ ଜନିତ ସମସ୍ୟାକୁ କେତେକାଂଶରେ ଦୂର କରିଥାଏ ।

=> ଲେମ୍ବୁପାଣି ପିଇବା ଦ୍ବାରା ଶରୀରରେ ଅମ୍ଳଜାନର ଅଭାବ ପୁରଣ ହୁଏ । ଏପରିକି ଶ୍ଵାସକ୍ରିୟା ଜନିତ ସମସ୍ୟା ଅନେକାଂଶରେ ଦୂର ହୋଇଥାଏ ।

=> ଲେମ୍ବୁପାଣିରେ ଆଣ୍ଟି ବ୍ୟାକେଜ୍ରିଆଲ ଗୁଣ ରହିଛି । ମ୍ୟାଲେରିଆ, ହଇଜା, ଡିପଥେରିଆ, ଟାଇଫଏଡ୍‌ର ବ୍ୟାକ୍ଟୋରିଆକୁ ବିନାଶ କରିବାର ଶକ୍ତି ଏହା ନିକଟରେ ରହିଛି ।
=> ନିୟମିତ ଲେମ୍ବୁ ପାଣି ପିଇବା ଦ୍ବାରା ରକ୍ତ ଧମନୀ ପୁର୍ବାପେକ୍ଷା ଅଧିକ କ୍ରିୟାଶୀଳ କରିଥାଏ । 

=> ଦୃଷ୍ଟିଶକ୍ତିଜନିତ ସମସ୍ୟାକୁ କେତେକାଂଶରେ ଦୂର କରିଥାଏ ଲେମ୍ବୁ ପାଣି । ଲେମ୍ବୁ ପାଣିରେ ୨୨ ପ୍ରକାର କ୍ୟାନ୍ସର ନିରୋଧୀ ଗୁଣ ରହିଛି ବୋଲି ଆମେରିକା କ୍ୟାନ୍ସର ବିଶେଷଜ୍ଞମାନେ ସଦ୍ୟତମ। ଗବେଷଣାରୁ ଜାଣିବାକୁ ପାଇଛନ୍ତି |

Check Also

weight loss and food time

Eating Time Management For Weight Loss In Odia

ଓଜନ ହ୍ରାସର ନୂଆ କୌଶଳ ବଦଳାଇ ଦିଅନ୍ତୁ ନିଜର ଖାଇବା ସମୟ ଓଜନ ହ୍ରାସ କରିବାକୁ ଚାହୁଁଥଲେ ଖାଇବା ସମୟର …

Leave a Reply

Your email address will not be published. Required fields are marked *

*