Home » Health » Hand care in rainy season tips for Odia house wives

Hand care in rainy season tips for Odia house wives

ବର୍ଷାଦିନେ ହାତର ଯତ୍ନ/BARSHADINE HATARA JATNA KIPARINEBA

Odia house wives face hand care problem in this rainy season due to lack of awareness. Odia house wives work with water more time in a day.

Tip 1: Keep your hand dry and clean. After washing clothes and Dishes use Vaseline on your hand.

Tip 2: Before cutting vegetables use lemon juice on your hand.

Tip 3: Mix lemon juice with Olive oil and use in your hand twice a day.

Tip 4: Mix two drops of honey with Orange juice and apply on your hand. It will make your hand soft.

Tip 5: Mix coconut oil in hot water and keep your hand in it for some time. The hand skin will glow.

Tip 6: Mix Lemon juice and sugar and apply it on your hand for soft skin.

Tip 7: Take 1 cup milk and add same amount of lemon juice, Besana and Turmeric powder and mix it well. Apply the mixture on your hand for better result.

୧. ହାତକୁ ସବୁ ବେଳେ ପରିଷ୍କାର ରଖନ୍ତୁ | ବାସନ ମାଜିବା , ଲୁଗା ସଫା ପରେ ହାତରେ ଭେସଲିନ୍ ଲଗାନ୍ତୁ | ଏହା ଦ୍ଵାରା ତ୍ଵଚା ନରମ ରହେ |
୨. ପରିବା କାଟିବା ପରେ ହାତରେ ଲେମ୍ବୁ ରସ ଘଷନ୍ତୁ; ହାତ କଳା ପଡିବନାହିଁ |
୩. ପ୍ରତି ଦିନ ଦୁଇ ଥର ଅଲିଭ୍ ତେଲରେ ଲେମ୍ବୁ ରସ ଫେଣ୍ଟି ହାତରେ ଲଗାନ୍ତୁ |
୪. ଦୁଇ ଚାମଚ କମଳା ରସରେ ଦୁଇ ଟୋପା ମହୁ ଫେଣ୍ଟି ହାତରେ ମାଲିସ କରନ୍ତୁ | କୋଡିଏ ମିନିଟ୍ ପରେ ଉଷୁମ ପାଣିରେ ଦୋଇଦିଅନ୍ତୁ; ହାତ କୋମଳ ହେବ |
୫. ଉଷୁମ ପାଣିରେ ନଡିଆ ତେଲ ଫେଣ୍ଟି, ହାତକୁ କିଛି ସମୟ ବୁଡାଇରଖନ୍ତୁ | ଏହା ଦ୍ଵାରା ହାତ ସତେଜ ରହେ |
୬. ରୁକ୍ଷତା ଦୂର କରିବା ପାଇଁ ଗୋଟିଏ ଲେମ୍ବୁ ରସରେ ଗୋଟିଏ ଚାମଚ ଚିନି ପକାଇ ମାଲିସ କରନ୍ତୁ |
୭. ଏକ କପ୍ ଖିରରେ ସମାନ ପରିମାଣର ଲେମ୍ବୁ ରସ, ବଟା ହଳଦି, ବେସନ ଫେଣ୍ଟି ହାତରେ ଲଗାନ୍ତୁ | ହାତ ଉଜ୍ଜ୍ବଳ ଓ କୋମଳ ହେବ |

Check Also

krushna leela of lord jagannath 1

Krusna leela of Lord Jagannath

ଶ୍ରୀ ଜଗନ୍ନାଥ ଙ୍କ କୃଷ୍ଣଲୀଳା Bhadraba Masa Dashami onwards certain nitis (rituals) relating to Krushna leela …

Leave a Reply

Your email address will not be published. Required fields are marked *


*