Home » Health » Doctor’s advice on late pregnancy in Odia

Doctor’s advice on late pregnancy in Odia

ସ୍ତ୍ରୀ ଓ ପ୍ରସୂତି ଡାକ୍ତରଙ୍କ ଅନ୍ତର୍ଜାତୀୟ ସମ୍ମିଳନୀ ପ୍ରଥମ ସ୍ମାର୍ଟ ସିଟି ରେ ଆରମ୍ଭ ହେଲା : ଡାକ୍ତର କହିଲେ, ମାଆ ବନିବା ପାଇଁ ଆଉ ଡେରି କରନ୍ତୁ ନାହିଁ

ନୂତନ ଜୀବନ ପାଦଥାପି ଥିବା ସ୍ୱାମୀ ଓ ସ୍ତ୍ରୀ ବାହାଘର ପରେ ନିଜର ଅନ୍ତରଙ୍ଗ ସମୟକୁ ଉପଭୋଗ କରିବା ପାଇଁ ଚାହାନ୍ତି | ତେଣୁ ସେମାନେ ବାପା ଓ ମାଆ ହେବାପାଇଁ ଡେରି କରନ୍ତି | ଏହାଦ୍ଵାରା ତାଙ୍କର ବିଳମ୍ବ ହେଉଛି ବୋଲି ଜାଣିପାରନ୍ତି ନାହିଁ | ଯଦି ଆପଣଙ୍କର ସନ୍ତାନପ୍ରାପ୍ତି ପାଇଁ ଉଚିତ ସମୟ ଆସି ଯାଇଛି | ତାହେଲେ ଆଉ ବେଶୀ ବିଳମ୍ବ କରିବା ଭଲ ନୁହେଁ|

କି କି ଅସୁବିଧା ହୁଏ ବିଳମ୍ବରେ ପିତା ଓ ମାତା ହେଲେ , ଚାଲନ୍ତୁ ଜାଣିବା
(କ) – ବିଳମ୍ବିତ ବୟସରେ ଗର୍ଭଧାରଣ ଜନିତ ଜଟିଳ ସମସ୍ୟା ହୁଏ
(ଖ) – ୩୪ରୁ ୩୫ ବର୍ଷ ରେ ଗର୍ଭଧାରଣ ହେଲେ | ଗର୍ଭ ନଷ୍ଟ ହେବାର ଅଧିକ ଆଶଙ୍କା ଥାଏ |
(ଗ) – ଏହା ସହିତ ଗର୍ଭଧାରଣ ସମୟରେ ଉଚ୍ଚ ରକ୍ତଚାପ ସାଙ୍ଗକୁ ଉଚ୍ଚ ରକ୍ତ ସର୍କରା ସୃଷ୍ଟି ହେବା ଲକ୍ଷ୍ୟ କରାଯାଏ
(ଘ) – ପ୍ରସବ ହେବା ସମୟରେ ସମସ୍ୟା ଓ ପ୍ରସବ ସମୟରେ ରକ୍ତ ପ୍ରବାହ ବେଗ ବଢିବାର ଚାନ୍ସ ଥାଏ |
(ଙ) – ବିଳମ୍ବିତ ମାତୃତ୍ୱ ଯୋଗୁଁ ଛୁଆ ଉପରେ ମାନସିକ ଅନଗ୍ରସର , ଅସନ୍ତୁଳନ ଦେଖାଯାଏ

ମାତୃତ୍ୱ ଲାଭ କରିବାର ଉଚିତ ସମୟ କେତେ ?
ଗବେଷଣା ରୁ ଜଣାପଡିଛି ୨୫ ବୟସ ରୁ ୩୫ ବୟସ ମଧ୍ୱରେ ସନ୍ତାନ ଜନ୍ମ ପାଇଁ ଉଚିତ ସମୟ ହୋଇଥାଏ । ଉଭୟ ୨୫ ପୂର୍ବରୁ ୩୫ ପରେ ସନ୍ତାନ ପ୍ରସବ କଲେ ସଂପୃକ୍ତ ମହିଳାଙ୍କର ଗର୍ଭଧାରଣ ଜନିତ ଜଟିଳତା ଦେଖିବାକୁ ମିଳିଥାଏ ।


Check Also

weight loss and food time

Eating Time Management For Weight Loss In Odia

ଓଜନ ହ୍ରାସର ନୂଆ କୌଶଳ ବଦଳାଇ ଦିଅନ୍ତୁ ନିଜର ଖାଇବା ସମୟ ଓଜନ ହ୍ରାସ କରିବାକୁ ଚାହୁଁଥଲେ ଖାଇବା ସମୟର …

Leave a Reply

Your email address will not be published. Required fields are marked *

*