Home » Health » Biterground for health in Odia

Biterground for health in Odia

କଲରା ପିତା ପରିବା ହୋଇଥୁଲେ ହେଁ ସ୍ବାସ୍ଥ୍ୟ ପାଇଁ ଖୁବ ଉପଯୋଗୀ | ଶୀତ ଦିନେ ଏହାକୁ ଖାଇବା ରାମବାଣ ସଦୃଶ । ଶୀତଦିନେ ବିଶେଷ କରି ତ୍ୱଚା ରୋଗ ତଥା ଚର୍ମରୋଗ ଦେଖାଦେଇଥାଏ । ତେଣୁ କଲରାର ପିତା ଅଂଶ ଚର୍ମରୋଗ ତଥା ମଧୁମେହ ପାଇଁ ମହୋiଷଧୀ ପ୍ରମାଣିତ ହୋଇଥାଏ ।

ତେବେ ଆସନ୍ତୁ କଲରାର ଉପକାରା ସମ୍ପର୍କରେ ଜାଣିବା ।

=>କଲରାର ତାଜା ପତ୍ରକୁ ପେଷ୍ଟ କରି ମଥାରେ ଶୀତ ଦିନେ ଲଗାଇବା ଫଳରେ ମୁଣ୍ଡ ବ୍ଯଥାରୁ ଉପକ୍ଷମ ମିଳିଥାଏ ।

=> ଘା’ ଉପରେ କଲରାର ଚେରକୁ ବାଟି ଲଗାଇବା ଫଳରେ ବଥା ଶୀଘ୍ର ପାଚି ଯାଇଥାଏ । ଏଥିସହିତ ଘା’ ମଧ୍ୟ ଶୀଘ୍ର ଭଲ ହୋଇ ଯାଇଥାଏ ।

=> ଯଦି ଆପଣଙ୍କର ପାଖରେ କଲରାର ଚେର ନାହିଁ ତେବେ ଏହାର ପତ୍ରକୁ ମଧ୍ୟ ବାଟି ଘା ଉପରେ ପଟି ବାନ୍ଧିପାରିବେ ।

=> କଲରାକୁ ସାମାନ୍ୟ ପୋଡି ଦିଅନ୍ତୁ । ଏହାକୁ ଚକଟି ଏଥରୁ ଖଦଡା ଅଂଶ ବାହାର କରିଦିଅନ୍ତୁ | ପରେ ଏହି ପୋଷ୍ଟକୁ ଆଣ୍ଠୁରେ ପଟି ଦେଇ ବାନ୍ଧିବା ଫଳରେ ଯନ୍ତ୍ରଣା ଉପଶମ ହୋଇଥାଏ |

=> କଲର ରସ, ସେବନ କରିବା ଫଳରେ ପଥୁରୀ ରୋଗରୁ ଆରାମ ମିଳିଥାଏ ।

=> କଲରାପତ୍ର ରସରେ ଅଳ୍ପ ମୁଲତାନୀ ମାଟି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇବା ଫଳରେ ସୌନ୍ଦଯ୍ୟ ବୃଦ୍ଧି ହୋଇଥାଏ । ମୁଲତାନି ମାଟି ନଥିଲେ ଖାଲି କଲରା ରସକୁ ମୁହଁରେ ଲଗାଇବା ଫଳରେ ମୁହଁର ମଳିନତା ଦୂର ହେବା ସହ ତ୍ୱଚା ସୁନ୍ଦର ହୋଇଥାଏ |


Check Also

weight loss and food time

Eating Time Management For Weight Loss In Odia

ଓଜନ ହ୍ରାସର ନୂଆ କୌଶଳ ବଦଳାଇ ଦିଅନ୍ତୁ ନିଜର ଖାଇବା ସମୟ ଓଜନ ହ୍ରାସ କରିବାକୁ ଚାହୁଁଥଲେ ଖାଇବା ସମୟର …

Leave a Reply

Your email address will not be published. Required fields are marked *

*