Home » Health » Benifits of custard apple read in odia

Benifits of custard apple read in odia

ସବୁଦିନେ ଗୋଟିଏ କିମ୍ବା ଦୁଇଟି ଆତ ଖାଉନ୍ତୁ | ନିଜ ଏକ ମାତ୍ର ଶରୀରକୁ ନିରୋଗ ରଖନ୍ତୁ |

ଶୀତଦିନେ ଆତ ସହଜରେ ଯେକୌଣସିଠାରେ ବି ମିଳିଯାଇପାରେ । ଯଦି ରେଗୁଲାର ଗୋଟିଏ କି ଦୁଇଟି ଆତ ଖାଆନ୍ତି ତ ଏହା ଶରୀରର ବହୁ ସମସ୍ୟାକୁ ସାମଧାନ କରିଦେବ । ଏଥିରେ ରହିଥୁବା ହ୍ୟାଟ୍ରିଆଣ୍ଟସ ଭଳି ଆଣ୍ଟିଅକ୍ସିଡାଣ୍ଟସ ଏବଂ ପଟାସିୟମ ହେଲ୍ମ ପାଇଁ ବହୁ ଉପକାରୀ ।

ଏଥିରେ ପଟାସିୟମର ମାତ୍ରା ଅଧିକ ରହିଥୁବାରୁ ଏହା ହୃଦୟ ସମସ୍ୟାରୁ ରକ୍ଷା କରିଥାଏ । ଏଥିରେ ପ୍ରୋଟିନ ଏବଂ କ୍ୟାଲସିୟମ ରହିଥୁବା ଯୋଗୁ ଏଥିରେ ହାଡ ଏବଂ ବାହୁ ମଜବୁତ ହୋଇଥାଏ । ଏଥୁରେ କାର୍ବୋହାଇଡ୍ରେଟ୍ ରହିଥୁବା ଯୋଗୁ ଦୁର୍ବଳତା ଦୂର ହୋଇଥାଏ ଏବଂ ଭରପୁର ଶକ୍ତି ମିଳିଥାଏ ।

ଏଥୁରେ ଜିଙ୍ଗ୍, କପର ପ୍ରଚୁର ପରିମାଣର ରହିଥୁବାରୁ ଏହା ଶରୀରର ଚମକ ବଢାଇଥାଏ । କେଶ ମଧ୍ୟ କଳା ଲମ୍ବା ଏବଂ ଗହଳିଆ ହୋଇଥାଏ । ଏଥୁରେ ଫସଫରସ ଥୁବାରୁ ଏହା ଦାନ୍ତକୁ ମଜବୁତ କରିଥାଏ । ଏହା ମାନସିକ ଦୁଚିନ୍ତାରୁ ମଧ୍ୟ ରକ୍ଷା କରିଥାଏ ।


 

Check Also

weight loss and food time

Eating Time Management For Weight Loss In Odia

ଓଜନ ହ୍ରାସର ନୂଆ କୌଶଳ ବଦଳାଇ ଦିଅନ୍ତୁ ନିଜର ଖାଇବା ସମୟ ଓଜନ ହ୍ରାସ କରିବାକୁ ଚାହୁଁଥଲେ ଖାଇବା ସମୟର …

Leave a Reply

Your email address will not be published. Required fields are marked *

*