Home » Health » barshadina re aakhira jatna kipari neba

barshadina re aakhira jatna kipari neba

ବର୍ଷାଦିନେ ଆଖିର ଯତ୍ନ

ବର୍ଷା ଋତୁରେ ନାନା ଆଖି ରୋଗ ହୋଇପାରେ | ଏଣୁ, ସମସ୍ତେ ସତର୍କ ରହିବା ସହ ନିଜ ନିଜ ଆଖିର ବିଶେଷ ଯତ୍ନ ନେବା ଉଚିତ | ବାହାରୁ ଘରକୁ ଫେରିବା ସଙ୍ଗେସଙ୍ଗେ ମୁହଁ ଓ ହାତ ଧୁଅନ୍ତୁ | ଭଲ ଭାବେ ପାଣି ଛାଟି ଆଖି ଧୁଅନ୍ତୁ | ବିଛାଣାକୁ ଯିବା ପୂର୍ବରୁ ଉକ୍ଷ୍ମ ଜଳରେ ସ୍ନାନ କରନ୍ତୁ | ମୁହଁ ପୋଛିବା ପାଇଁ ଅଲଗା ରୁମାଲ ଓ ତଉଲିଆ ବ୍ୟବହାର କରନ୍ତୁ | ଦେହ ପୋଛାଯାଉଥିବା ତଉଲିଆ ମାଧ୍ୟମରେ ଆଖିକୁ ଜୀବାଣୁ ଯାଇପାରନ୍ତି | ଯଦି ଚଷମା ପିନ୍ଧୁଥାଆନ୍ତି, ଦିନରେ ଅନୂନ ଦୁଇ ଥର ଚଷମା ଧୁଅନ୍ତୁ | କଣ୍ଟାକ୍ ଟ ଲେନସ ପିନ୍ଧୁଥିଲେ ଅଧିକ ସତର୍କତା ଆବଶ୍ୟକ | ବର୍ଷା ଜଳରେ ଆଖି ଧୁଆନ୍ତୁନାହିଁ | ଆମା ଆଖି ପାଇଁ ଏହା କ୍ଷତିକାରକ | ବର୍ଷା ଜଳରେ ନାନା ପ୍ରକାର ଜୀବାଣୁ ସହ ପ୍ରଦୂଷକ ଥାଇପାରନ୍ତି | ତେଣୁ, ବର୍ଷାକୁ ମୁହଁ ଦେଖାଇ, ବିପଦକୁ ଡାକନ୍ତୁନାହିଁ |


Check Also

krushna leela of lord jagannath 1

Krusna leela of Lord Jagannath

ଶ୍ରୀ ଜଗନ୍ନାଥ ଙ୍କ କୃଷ୍ଣଲୀଳା Bhadraba Masa Dashami onwards certain nitis (rituals) relating to Krushna leela …

Leave a Reply

Your email address will not be published. Required fields are marked *

*