Home » Technology » Adhar link to your mobile no using some easy steps in odia

Adhar link to your mobile no using some easy steps in odia

ଆଧାର ଲିଙ୍କ୍‌ ହୋଇନି ଆପଣଙ୍କର ମୋବାଇଲ୍‌ ନମ୍ବର ସହିତ?

ଆପଣ ଏତେ ପର୍ଯ୍ୟନ୍ତ ଆପଣଙ୍କର ମୋବାଇଲ୍‌ ନମ୍ବରକୁ ଆଧାର ଲିଙ୍କ୍‌ କରି ନାହାଁନ୍ତି | ଆଉ ବେସ୍ତ ହୁଅନ୍ତୁ ନାହିଁ | କିମ୍ବା ଆପଣ କୌଣସି ଦୋକାନକୁ ବି ଯିବାକୁ ପଡିବ ନାହିଁ | ଆପଣ ଏବେ ହିଁ ନିଜର ମୋବାଇଲ ଫୋନ ମାଧ୍ୟମରୁ ମୋବାଇଲ୍‌ ନମ୍ବରକୁ ଆଧାର ଲିଙ୍କ୍‌ କରିହେବ | ଚାଲନ୍ତୁ ଏହା କିପରି ସମ୍ଭବ |

୧> ଯେଉଁ ମୋବାଇଲ୍‌ ନମ୍ବରକୁ ଆଧାର ଲିଙ୍କ୍‌ କରିବା ପାଇଁ ଚାଁହୁଛନ୍ତି ସେହି ମୋବାଇଲ୍‌ ନମ୍ବରରୁ ୧୪୫୪୬ ନମ୍ବରକୁ ଫୋନ କରନ୍ତୁ ଏବଂ ଆଇଭିଆର୍‌ ଭଏସକୁ ଅପେକ୍ଷା କରନ୍ତୁ ।

୨> ଯେତେବେଳେ ଆଇଭିଆର୍‌ ଭଏସ ଆରମ୍ଭ ହେବ | ସେତେବେଳେ ଆପଣଙ୍କୁ ଗୋଟିଏ ନିଜର ମନପସନ୍ଦ/ ବୁଝିପାରୁଥିବା ଭାଷା ବାଛିବାକୁ କହିବ ଓ ଆପଣ ଗୋଟିଏ ଭାଷା ବାଛନ୍ତୁ ।

୩ > ଏହା ପରେ ଆପଣଙ୍କୁ ଆଧାର ନମ୍ବର ଏଣ୍ଟର କରିବାକୁ କହିବ। ଆପଣ ଆଧାର ନମ୍ବର ଲେଖିବା ପରେ ତାହାକୁ ୟୁଆଇଡିଏଆଇ ନିକଟକୁ ଭେରିଫିକସନ ପାଇଁ ପଠାଯିବ ।

୪> ଭେରିଫିକେସନ ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । କଲ୍‌ ସମୟରେ ଆପଣଙ୍କୁ ଉକ୍ତ ଓଟିପି ନମ୍ବରକୁ ଏଣ୍ଟର କରିବାକୁ ହେବ ।

୫> ଓଟିପି ଏଣ୍ଟର କଲା ପରେ କଲ୍‌ କଟିଯିବ ଓ ଆଧାର ଲିଙ୍କ ସଂପର୍କରେ ଏକ କନଫର୍ମେସନ ଏସଏମଏସ ଆସିବ ।

Don’t go to any shop or pay for adhar link. Now it’s easy. Read and comment below.


Check Also

lalita prasida at ndtv awards

Lalita Prasida Sripada of Odisha wins Women of Worth Award

Lalita Prasida Sripada of Odisha wins Women of Worth Award in Science and Innovation category …

Leave a Reply

Your email address will not be published. Required fields are marked *

*